Home ରାଜ୍ୟ ଭିଜିଲାନ୍ସ ଜାଲରେ ସେସୁ ଜେଇ ଦିପ୍ତୀପ୍ରକାଶ ସ୍ବାଇଁ

ଭିଜିଲାନ୍ସ ଜାଲରେ ସେସୁ ଜେଇ ଦିପ୍ତୀପ୍ରକାଶ ସ୍ବାଇଁ

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଜେଇ । ଜଗତସିଂହପୁର ସେସୁ ଜେଇ-୨ ଦିପ୍ତୀପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ରେଡ୍  । ଏକକାଳୀନ ୫ଟି ସ୍ଥାନରେ ରେଡ କରୁଛି ଜଗତସିଂହପୁର ଓ କଟକର ଭିଜିଲାନ୍ସ ଟିମ୍ ।

ଦୀପ୍ତିଙ୍କ ବିସିପାତଳ ସ୍ଥିତ ପୈତୃକ ବାସଭବନ ,ଗୋପାଳ ସାଗର ସ୍ଥିତ ନୂଆ ଘର, ଶଶୁର ଘର ,ସେସୁ ଅଫିସ ସହିତ 5 ଟି ସ୍ଥାନରେ ଚଢାଉ ଚାଲିଛି । ଚଢ଼ାଉ ବେଳେ ବହୁ ବ୍ୟାଙ୍କ ପାସବୁକ ,କାଗଜପତ୍ର, ସୁନା ଗହଣା ଓ ନଗଦ ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।