Home ରାଜ୍ୟ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଫେରିବା ପାଇଁ ପ୍ରବାସୀଙ୍କୁ ଯୋଗାଇ ଦିଆଯିବ ଇ-ପାସ, ଟୁଇଟ୍ ଯୋଗେ ସୂଚନା...

ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଫେରିବା ପାଇଁ ପ୍ରବାସୀଙ୍କୁ ଯୋଗାଇ ଦିଆଯିବ ଇ-ପାସ, ଟୁଇଟ୍ ଯୋଗେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ଫସିରହିଥିବା ଅନ୍ୟ ରାଜ୍ୟ ବାସୀ ଯିବା ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯେଉଁ ମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଇ-ପାସ ପାଇଁ ଆବେଦନ କରିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଅନଲାଇନ ବ୍ୟବସ୍ଥାରେ ସେମାନଙ୍କୁ କୌଣସି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ କୋଭିଡ-19 ।