Home ରାଜ୍ୟ ଭୁବନେଶ୍ବରରେ ସଟଡାଉନ ବେଳେ କେଉଁ କେଉଁ ମେଡ଼ିସିନ ଷ୍ଟୋର ଖୋଲା ରହିବ, ଜାଣନ୍ତୁ

ଭୁବନେଶ୍ବରରେ ସଟଡାଉନ ବେଳେ କେଉଁ କେଉଁ ମେଡ଼ିସିନ ଷ୍ଟୋର ଖୋଲା ରହିବ, ଜାଣନ୍ତୁ

ଭୁବନେଶ୍ବରରେ ସଟଡାଉନ ବେଳେ କେଉଁ ମେଡ଼ିସିନ ଷ୍ଟୋର ଖୋଲା ରହିବ

ଏୟାରଫିଲ୍ଡ ଥାନା-
୧ – ମେଡପ୍ଲସ ( ଭୀମଟାଙ୍ଗି ରୋଡ୍, କପିଳପ୍ରସାଦ)
୨ – ଆପୋଲ ଫାର୍ମାସୀ ( କପିଳପ୍ରସାଦ)
୩ – ମେଡପ୍ଲସ ( ଏୟାରଫିଲ୍ଡ, ସୁନ୍ଦରପଦା)
୪ – ମେଡପ୍ଲସ ( ପୋଖରୀପୁଟ, ଡିଏଭି ପବ୍ଲିକ୍ ସ୍କୁଲ)

ବରଗଡ଼ ଥାନା-
୧ – ଆପୋଲ ଫାର୍ମାସୀ ( ବିଜେବି ନଗର, ବିଜେଇଏମ ସ୍କୁଲ ପାଖ)
୨ – ମେଡପ୍ଲସ ( ଟଙ୍କପାଣି ରୋଡ୍)
୩ – ମହାବୀର ମେଡିକାଲ ହଲ୍ (ବଡ଼ଗଡ଼ ବ୍ରିଟ୍ କଲୋନୀ)

ଲକ୍ଷ୍ମୀସାଗର ଥାନା-
୧ – ନ୍ୟାସନାଲ ଡ୍ରଗ୍ ହାଉସ ( ଲକ୍ଷ୍ମୀସାଗର, ଅପେକ୍ସ ବିଲ୍ଡିଂ)
୨ – ମେଡପ୍ଲସ ( ଲକ୍ଷ୍ମୀସାଗର, ପ୍ଲଟ୍ ନଂ-୩୩୪)
୩ – ଆପୋଲ ଫାର୍ମାସୀ (ଲକ୍ଷ୍ମୀସାଗର, ପ୍ଲଟ୍ ନଂ-୩୩୦୯)

ଖାରବେଳନଗର ଥାନା-
୧ – ରବିନ୍ଦ୍ର ହେଲ୍ଥ କେୟାର (ଖାରବେଳନଗର,କେଶରୀ ଟକିଜ୍ )
୨ – ଆପୋଲ ଫାର୍ମାସୀ (ମଧୁସୁଦନନଗର, ୟନୁଟ୍-୬)
୩ – ରଞ୍ଜନ ମେଡିକାଲ ଷ୍ଟୋର (ଜନପଥ)

ଧଉଳି ଥାନା-
୧ – ପ୍ରକାଶ ମେଡିକାଲ ଷ୍ଟୋର (ଶିଶୁପାଳଗଡ଼, ଲିଙ୍ଗିପୁର)
୨ – ନିଳାଞ୍ଚଳ ମେଡିସିନ୍ ଷ୍ଟୋର ( ନୂଆଗାଁ)
୩ – ବାସୁଦେବ ମେଡିସିନ୍ ଷ୍ଟୋର ( ନୂଆଗାଁ)

ଲିଙ୍ଗରାଜ ଥାନା-
୧ -ମେଡପ୍ଲସ ( ବିବେକାନନ୍ଦ ମାର୍ଗ)
୨ – ମେଡପ୍ଲସ (ସାମନ୍ତରାପୁର)
୩ – ଶକ୍ତିଶ୍ରୀ ମେଡିସିନ୍ ଷ୍ଟୋର ( ଓଲ୍ଡ ଟାଉନ, ବିଏମସି ହସ୍ପିଟାଲ ପାଖ)

ଖଣ୍ଡଗିରି ଥାନା-
୧ – ସଞ୍ଜିବନୀ ମେଡିକାଲ ଷ୍ଟୋର (ସମ୍ ହସ୍ପିଟାଲ ପାଖ)
୨ – ଶାନ୍ତି ମେଡିସିନ୍ ଷ୍ଟୋର (ଜାଗମରା ମେନ୍ ରୋଡ୍)
୩ – ଦୀପକ ମେଡିସିନ୍ ଷ୍ଟୋର ( ପାତ୍ରପଡ଼ା)

ନୟାପଲ୍ଲୀ ଥାନା-
୧- ମେଡପ୍ଲସ (ଆଇଆରସି ଭିଲେଜ)
୨- କ୍ୟାପିଟାଲ ଡ୍ରଗ୍ ହାଉସ (ପ୍ରିୟଦର୍ଶିନୀ ମାର୍କେଟ, ସିଆରପି)
୩ – ଅପୋଲ ଫାର୍ମାସୀ (ଜୟଦେବ ବିହାର)

କ୍ୟାପିଟାଲ ଥାନା-

୧- ରବିନ୍ଦ୍ର ମେଡିକାଲ ହଲ୍ ( ବାପୁଜୀନଗର)
୨ – ମହାନ୍ତି ଡ୍ରଗ୍ ହାଉସ (ଫରେଷ୍ଟ ପାର୍କ, ୟୁନିଟ୍-୬)
୩ – ଅତିଭା ଫାର୍ମା (ଫରେଷ୍ଟ ପାର୍କ, ଭାରତୀ ଟାୱାର)

ମଞ୍ଚେଶ୍ୱର ଥାନା-
୧ – ସ୍ୱର୍ଣ୍ଣିମା ମେଡିସିନ୍ ଷ୍ଟୋର (ପଳାଶୁଣି କେନାଲ ରୋଡ୍)
୨ – ଦି ମେଡିସିନ୍ ଷ୍ଟୋର (ରସୁଲଗଡ଼)
୩ – ଅପ୍ଟିଭାଲ୍ ହେଲ୍ଥ ସଲ୍ୟୁସନ୍ (ଭିଏସଏସ୍ ନଗର)

ଚନ୍ଦ୍ରଶେଖରପୁର ଥାନା-
୧ – ଆପୋଲ ଫାର୍ମାସୀ (ଶୈଳଶ୍ରୀ ବିହାର)
୨ – ଆପୋଲ ଫାର୍ମାସୀ (ଡିଷ୍ଟ୍ରିକ୍ଟ ସେଣ୍ଟର)
୩ – ଓମ୍ ଫର୍ମାସୀ ( ନାଲକୋ ସ୍କୋୟାର)

ଇନ୍ଫୋସିଟି ଥାନା –
୧ – ମେଡପ୍ଲସ ( ନିଳାଦ୍ରୀ ବିହାର)
୨ – ରବିନ୍ଦ୍ର ମେଡିସିନ୍ ଷ୍ଟୋର ( ମ୍ୟାଗନେଟ୍ ସ୍କୋୟାର)
୩ – ମେଡପ୍ଲସ ( ପଟିଆ)

ସହିଦ ନଗର ଥାନା-
୧ – ଆପୋଲ ଫାର୍ମାସୀ ( ପ୍ରେସ୍ ଛକ)
୨ – ଆପୋଲ ଫାର୍ମାସୀ ( ଆଚାର୍ଯ୍ୟ ବିହାର)
୩ – ଆପୋଲ ଫାର୍ମାସୀ ( ସହିଦ ନଗର, ଏମପାୟାର ହୋଟେଲ୍ ସମ୍ମୁଖ)