Home ରାଜ୍ୟ କଟକ ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲରୁ ଆଉ ୫୫ କରୋନା ପଜିଟିଭ୍ ଚିହ୍ନଟ

କଟକ ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲରୁ ଆଉ ୫୫ କରୋନା ପଜିଟିଭ୍ ଚିହ୍ନଟ

କଟକ :  କଟକରୁ ଆଉ ୭୧ କରୋନା ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରେ ଆକ୍ରାନ୍ତ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରୁ ୫୫ ଜଣ ରହିଥିବା ଜିଲ୍ଲା ପ୍ରଶାସନ କହିଛି। ଏମାନଙ୍କ ମଧ୍ୟରେ ୧୮ଜଣ କ୍ୟାନସର ପୀଡ଼ିତ, ଜଣେ ନର୍ସ ଓ ୩୬ଜଣ ଆଟେଣ୍ଡାଣ୍ଟ ରହିଛନ୍ତି। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାନସର ସେଣ୍ଟରକୁ ସିଲ କରିଦିଆଯାଇଛି। ସେହିପରି ଏସସିବି ବଡ଼ମେଡ଼ିକାଲରୁ ୧୧ଟି ପଜିଟିଭ ଚିହ୍ନଟ ହୋଇଛି। ଟାଙ୍ଗୀ ଅଞ୍ଚଳରୁ ୨ଜଣ, ତିଗିରିଆରୁ ୪ଜଣ ଓ ଆଠଗଡ଼ରୁ ୧୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos