Home ରାଜନୀତି ୨୦୧୯ ରେ ଓଡ଼ିଶାରେ ସରକାର କରିବୁ: ନିରଞ୍ଜନ

୨୦୧୯ ରେ ଓଡ଼ିଶାରେ ସରକାର କରିବୁ: ନିରଞ୍ଜନ

୨୦୧୯ ରେ କଂଗ୍ରେସ ଗଢିବ ସରକାର । ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ହିଁ ଓଡ଼ିଶାରେ ସରକାର ଗଠନ କରିବ ବୋଲି ନିରଞ୍ଜନ ଦମ୍ଭୋକ୍ତିର ସହ ପ୍ରକାଶ କରିଛନ୍ତି ତେବେ ନିର୍ବାଚନରେ କେତେ ସିଟ ପାଇବୁ ତାହା ସେ କହିପାରିବେନି ବୋଲି କହିଛନ୍ତି ।ସେହିପରି ମାର୍ଚ୍ଚ ୨ ରେ ରାହୁଲ ଗାନ୍ଧୀଙ୍କ ଗସ୍ତ ସମ୍ପର୍କରେ ସେ କହିଛନ୍ତି ଯେ ୨ ଟି ସ୍ଥାନ ନୁହେଁ , ଗୋଟିଏ ଜାଗାରେ ରାହୁଲ ସଭା କରିବେ । ବରଗଡ କିମ୍ବା ଜୟପୁର ରେ ସଭା ହେବ ବୋଲି ନିରଞ୍ଜନ କହିଛନ୍ତି ।