Home ରାଜ୍ୟ କଂଗ୍ରେସ ୬ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

କଂଗ୍ରେସ ୬ଲୋକସଭା ଓ ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ବିଳମ୍ବିତ ରାତିରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଲୋକସଭାର ୬ ଓ ବିଧାନସଭାର ୩୬ ଆସନ ଲାଗି ଅଖିଳ ଭାରତ କ˚ଗ୍ରେସ କମିଟିର ସାଧାରଣ ସ˚ପାଦକ ମୁକୁଲ ୱାସନିକ୍‌ଙ୍କ ଦସ୍ତଖତରେ ପ୍ରାର୍ଥୀ ତାଲିକା ଜାରି କରାଯାଇଛି।

୬ ଲୋକସଭା ପ୍ରାର୍ଥୀ ତାଲିକା:
ବରଗଡ଼-  ପ୍ରଦୀପ କୁମାର ଦେବତା
ସୁନ୍ଦରଗଡ଼- ଜର୍ଜ ତିର୍କୀ
କଳାହାଣ୍ଡି- ଭକ୍ତଚରଣ ଦାସ
ନବରଙ୍ଗପୁର- ପ୍ରଦୀପ ମାଝୀ
କନ୍ଧମାଳ- ମନୋଜ କୁମାର ଆଚାର୍ଯ୍ୟ
ବ୍ରହ୍ମପୁର- ଭି.ଚନ୍ଦ୍ରଶେଖର ନାଇଡୁ

୩୬ ବିଧାନସଭା ପ୍ରାର୍ଥୀ ତାଲିକା:
ପଦ୍ମପୁର- ସତ୍ୟଭୂଷଣ ସାହୁ
ବରଗଡ଼- ନିପନ୍ ଦାସ
ଅତାବିରା- ନିହାର ମହାନନ୍ଦ
ବୀରମିତ୍ରପୁର- ରୋହିତ ଯୋଶେଫ୍ ତିର୍କୀ
ରାଜଗାଙ୍ଗପୁର- ଡ. ସି.ଏସ୍.ରାଜନ୍
ବୀରମହାରାଜପୁର- ବିନୋଦ କୁମାର ପାତ୍ର
ବଲାଙ୍ଗୀର- ନରସିଂହ ମିଶ୍ର
ନୂଆପଡ଼ା- ଘାସିରାମ ମାଝୀ
ଖରିଆର- ଅଧିରାଜ ପାଣିଗ୍ରାହୀ
ଝରିଗ୍ରାମ- ଉଧାର ମାଝୀ
ନବରଙ୍ଗପୁର- ସଦନ ନାଏକ
ଡାବୁଗାଁ- ଭୂଜବଳ ମାଝୀ
ଲାଞ୍ଜିଗଡ଼- ଶିବାଜୀ ମାଝୀ
ଧର୍ମଗଡ଼- ଦିଗମ୍ବର ଦୁରିଆ
ବାଲିଗୁଡ଼ା- ସିମନ୍ ମଲ୍ଲିକ
ଫୁଲବାଣୀ- କିଶୋର ଚନ୍ଦ୍ର କଅଁର
କଣ୍ଟାମାଳ- ପ୍ରଶାନ୍ତ ସାହୁ
ଦଶପଲ୍ଲା- ପ୍ରଶାନ୍ତ କୁମାର ନାୟକ
ଭଞ୍ଜନଗର- ସଞ୍ଜୟ କୁମାର ତ୍ରିପାଠୀ
ପୋଲସରା- ହରିଚରଣ ସ୍ୱାଇଁ
କବିସୂର୍ଯ୍ୟନଗର- ବିଜୟ କୁମାର ସାହୁ
ଆସ୍କା- ମନୋଜ କୁମାର ଜେନା
ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା
ହିଞ୍ଜିଳି- ରାମକୃଷ୍ଣ ପଣ୍ଡା
ଗୋପାଳପୁର- ଏସ୍.ଧାମରାଜ ରେଡ୍ଡି
ବ୍ରହ୍ମପୁର- ଲିଙ୍ଗରାଜ ଚୌଧୁରୀ
ଦିଗପହଣ୍ଡି- ବିସ୍ମୟ ମହାପାତ୍ର
ଚିକିଟି- ସୁବାସ ଚନ୍ଦ୍ର ରାଉତ
ମୋହନା- ଦାଶରଥୀ ଗମାଙ୍ଗ
ଗୁଣୁପୁର- ପୁରୁଷୋତ୍ତମ ଗମାଙ୍ଗ
ବିଷମ କଟକ- ନୀଳମାଧବ ହିକୋକା
ଜୟପୁର- ତାରାପ୍ରସାଦ ବାହିନୀପତି
କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ୍
ପଟାଙ୍ଗୀ- ରାମଚନ୍ଦ୍ର କାଡାମ୍
ମାଲକାନଗିରି- ମାଲା ମାଢ଼ୀ
ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ