Home ରାଜ୍ୟ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ଘୋଷଣା ହେଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାକି ଥିବା ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା:

ବ୍ରଜରାଜନଗର: କିଶୋର ମହାନ୍ତି

ଲାଞ୍ଜିଗଡ଼: ପ୍ରଦୀପ କୁମାର ଦିଶାରୀ

ଝରିଗାଁ: ପ୍ରକାଶ ଚନ୍ଦ୍ର ମାଝୀ

ବଲାଙ୍ଗିର: ଅର୍କେଶ ନାରାୟଣ ସିଂହଦେଓ

ସମ୍ବଲପୁର: ରାସେଶ୍ୱରୀ ପାଣିଗ୍ରାହୀ

ରେଢ଼ାଖୋଲ: ରୋହିତ ପୂଜାରୀ

ପଟାଙ୍ଗି: ପ୍ରୀତମ ପାଢ଼ୀ

ମାଲକାନଗିରି: ମୁକୁନ୍ଦ ସୋଢ଼ୀ

ଲୋଇସିଂହା: ପ୍ରଦୀପ ବେହେରା

x

COVID-19

India
Confirmed: 2,525,922Deaths: 49,036
ine
x

COVID-19

World
Confirmed: 21,158,817Deaths: 764,646
insdffe