Home ରାଜ୍ୟ ଭୁଷୁଡ଼ିଲା କଟକ ବଜ୍ରକବାଟୀ ମୁଖ୍ୟ ଡ୍ରେନ୍

ଭୁଷୁଡ଼ିଲା କଟକ ବଜ୍ରକବାଟୀ ମୁଖ୍ୟ ଡ୍ରେନ୍

Breaking news logo. Flat illustration of breaking news vector logo for web design

କଟକ: କଟକର ବଜ୍ରକବାଟି ମୁଖ୍ୟ ଡ୍ରେନ୍ ଭୁଷୁଡ଼ି ପଡ଼ିଛି। ଡ୍ରେନ୍ ଭୁଷୁଡ଼ିବା ଯୋଗୁଁ ୩ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଡ୍ରେନଟି ବଜ୍ରକବାଟିରୁ ରାଣୀହାଟ ଦେଇ ଯାଇଥିଲା।

ତ୍ରୃଟିପୂର୍ଣ୍ଣ କାମ ଯୋଗୁଁ ଡ୍ରେନଟି ଭୁଷୁଡ଼ିଥିବା ସୂଚନା ମିଳିଛି