Home ରାଜ୍ୟ ଭୁବନେଶ୍ୱରରେ ଆଉ ୧୬ଟି କରୋନା ପଜିଟିଭ

ଭୁବନେଶ୍ୱରରେ ଆଉ ୧୬ଟି କରୋନା ପଜିଟିଭ

Concept to represent the 2020 virus threat Coronavirus, blood in a test tube.

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୧୬ଟି କରୋନା ପଜିଟିଭ ବାହାରିଛି । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ଏହି ୧୬ ଜଣଙ୍କ ସଂପର୍କରେ ବିଭାଗ ପକ୍ଷରୁ କୌଣସି ଅତିରିକ୍ତ ସୂଚନା ଦିଆଯାଇନାହିଁ