Home ରାଜ୍ୟ ୯ଟି ବିଜେଡି ବିଧାନସଭା ପାଇଁ କିଏ ପାଇଲେ ଟିକେଟ ପଢନ୍ତୁ

୯ଟି ବିଜେଡି ବିଧାନସଭା ପାଇଁ କିଏ ପାଇଲେ ଟିକେଟ ପଢନ୍ତୁ

ଭୁବନେଶ୍ୱର :  ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି ।

ପିପିଲି : ପ୍ରଦୀପ ମହାରଥୀ

ନିମାପଡ଼ା : ସମୀର ଦାଶ

ଜଗତସିଂହପୁର : ପ୍ରଶାନ୍ତ ମୁଦୁଲି

ବାଲିକୁଦା : ରଘୁନନ୍ଦନ ଦାଶ

ଆନନ୍ଦପୁର : ଭାଗିରଥୀ ସେଠୀ

ନିଆଳି : ପ୍ରମୋଦ ମଲ୍ଲିକ

କାକଟପୁର : ସୁର ସେଠୀ

ଧାମନଗର : ରାଜେନ୍ଦ୍ର ଦାସ

ନୀଳଗିରି : ସନ୍ତୋଷ ଖଟୁଆ