ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ୫ଟି ଲୋକସଭା ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୁରୀ ଲୋକସଭା ଅସନରୁ ସମ୍ବିତ ପାତ୍ର, ବରଗଡ଼ରୁ ସୁରେଶ ପୁଜାରୀ, ସମ୍ବଲପୁର-ନୀତିଶ ଗଙ୍ଗଦେବ, କଳାହାଣ୍ଡି- ବସନ୍ତ ପଣ୍ଡା, କେରୋପୁଟ- ଜୟରାମ ପାଙ୍ଗୀଙ୍କ ନାମ ଦଳ ଘୋଷଣା କରିଛି । ଏହାସହ ୨୨ଟି ବିଧାନସଭା ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି । ରାୟଗଡ଼ା- ବସନ୍ତ ଉଲ୍ଲାକା, ଜୟପୁର-ଗୌତମ ସାମନ୍ତରାୟ, ଗୁଣୁପୁର- ଶିଶିର ଗମାଙ୍ଗ, ମୋହନା- ପ୍ରଶାନ୍ତ ମଲ୍ଲିକ,ଦିଗପହଣ୍ଡିରୁ -ପିଙ୍କି ପ୍ରଧାନ,ବ୍ରହ୍ମପୁର- କାହ୍ନୁ ପତି, ଆସକା- ଦେବରାଜ ମହାନ୍ତି,ଛତ୍ରପୁର- ପ୍ରଶାନ୍ତ କର, କବିସୂର୍ଯ୍ୟନଗର- ରଞ୍ଜନ ପଲାଇ, ଦଶପଲ୍ଲା- ପୂଣ୍ଣଚନ୍ଦ୍ର ନାୟକ, ଭବାନିପାଟଣା-ପ୍ରଦୀପ ନାୟକ, ଡ଼ାବୁଗାଁ-ପଦ୍ମନ ନାୟକ, ଭଟଲି- ଇରାଶିଷ ଆଚାର୍ଯ୍ୟ, ଦେଓଗଡ଼-ସୁବାସ ପାଣିଗ୍ରାହୀ ସୋନପୁର-ଅଶୋକ ପୂଜାହାରୀ,ବଲାଙ୍ଗିର-ଅନନ୍ତ ଦାସ, ନୂଆପଡ଼ା- ହମସିଂହ ମାଝୀ ଇତ୍ୟାଦିଙ୍କ ନାମ ଘୋଷଣା କରାଯାଇଛି