Home ରାଜ୍ୟ ପ୍ରଥମ ପର୍ଯ୍ୟାୟ ବିଜେଡି ତାଲିକା ଘୋଷଣା

ପ୍ରଥମ ପର୍ଯ୍ୟାୟ ବିଜେଡି ତାଲିକା ଘୋଷଣା

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୯୯ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ୫୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀର ଘୋଷଣା କରାଯାଇଛି।

କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ
ଭବାନୀପାଟଣା : ଦୁଷ୍ମନ୍ତ ନାୟକ
ନର୍ଲା : ଭୂପିନ୍ଦର ସିଂହ
ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର
ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
ଖରିଆର : ଲମ୍ବୋଧର ନିହାଲ

ବ୍ରହ୍ମପୁର ସାଂସଦ ପ୍ରାର୍ଥୀ : ଚନ୍ଦ୍ରଶେଖର ସାହୁ
ହିଞ୍ଜିଳି : ନବୀନ ପଟ୍ଟନାୟକ

କନ୍ଧମାଳ ସାଂସଦ ପ୍ରାର୍ଥୀ: ଅଚୁ୍ୟତ ସାମନ୍ତ
ଜି ଉଦୟଗିରି : ସାଲୁଗା ପ୍ରଧାନ
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
ଦଶପଲା : ରମେଶ ବେହେରା
କନ୍ଧମାଳ : ଅଚ୍ୟୁତ ସାମନ୍ତ

ଅତାବିରା : ସ୍ନେହାଗିନୀ ଛୁରୀଆ
ବିଜେପୁର : ନବୀନ ପଟ୍ଟନାୟକ

କୋରାପୁଟ ସାଂସଦ ପ୍ରାର୍ଥୀ : କୌଶଲ୍ୟା ହିକକା
ବିଷମକଟକ : ଜଗନ୍ନାଥ ସାରକା
ରାୟଗଡ଼ା : ଲାଲବିହାରୀ ହିମିରିକା
କୋରାପୁଟ : ରଘୁରାମ ମାଛ
ଜୟପୁର : ରବି ନାରାୟଣ ନନ୍ଦ