Home ରାଜ୍ୟ ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ କରୋନା ପଜେଟିଭ ଚିହ୍ନଟ ରାଜ୍ୟ ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ କରୋନା ପଜେଟିଭ ଚିହ୍ନଟ Facebook Twitter Pinterest WhatsApp Linkedin Tumblr ଭୁବନେଶ୍ୱର : ରାଜ୍ୟରେ କରୋନା ପଜେଟିଭ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଆଜି ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ ଚିହ୍ନଟ କରାଯାଇଛି । ଏ ସମ୍ପର୍କରେ କିଛି ସମୟ ତଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ କରି ଜଣାଇଛି । ତେବେ ଏ ସମ୍ପର୍କରେ ଅଧିକ ବିବରଣୀ ମିଳି ନାହିଁ ।