Home ମନୋରଞ୍ଜନ ଏହି 4 ଜଣ ହିରୋଇନ ଟଙ୍କା ପାଇଁ ଫିଲ୍ମରେ ଦେଲେ ସବୁଠୁ ଅଧିକ ବୋଲ୍ଡ ସୀନ

ଏହି 4 ଜଣ ହିରୋଇନ ଟଙ୍କା ପାଇଁ ଫିଲ୍ମରେ ଦେଲେ ସବୁଠୁ ଅଧିକ ବୋଲ୍ଡ ସୀନ

ଭୁବନେଶ୍ବର : ଆପଣ ମାନେ ସାମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରହିଥାନ୍ତି । ପୂର୍ବରୁ ବଲିଉଡ ଅଭିନେତ୍ରୀ ମାନେ ନିଜ ଅଭିନୟ ପାଇଁ ବହୁତ ଚର୍ଚାରେ ରହୁଥିଲେ ହେଲେ ବର୍ତ୍ତମାନର ସମୟରେ ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ପାଇଁ ବହୁତ ଅଧିକ ଚର୍ଚାରେ ରହୁଛନ୍ତି ।

ବଲିଉଡରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ଅଧିକ ବୋଲ୍ଟ ସିନ୍ସ ଦେଇଛନ୍ତି । ଯାହାଫଳରେ ଏମାନେ ବହୁତ ଚର୍ଚା ଓ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

କରିନା କପୁର ଖାନ- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ କରିନା କପୁର ଖାନ । କରିନା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । କରିନା ନିଜ ଫିଲ୍ମ ‘ଚମେଲୀ’ ଓ ‘ତଲାସ’ରେ ବହୁତ ଅଧିକ ବୋଲ୍ଟ ସିନ୍ସ ଦେଇଥିଲେ । ତଲାସ ଫିଲ୍ମରେ ତାଙ୍କ ବୋଲ୍ଟନେସ ପାଇଁ ସେ କେତେକ ଆୱାର୍ଡ ମଧ୍ୟ ପାଇଛନ୍ତି । ବର୍ତ୍ତମାନ ସେ ନିଜ ପ୍ରେଗ୍ନେନ୍ସି ପାଇଁ ବହୁତ ଅଧିକ ଚର୍ଚାରେ ରହୁଛନ୍ତି ।

ବିଦ୍ୟା ବାଲନ- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ । ବିଦ୍ୟା ନିଜ ଫିଲ୍ମ କାରିୟରର ଆରମ୍ଭରେ ବହୁତ ସାଧାରଣ ଝିଅର ଭୂମିକାରେ ନଜର ଆସୁଥିଲେ ହେଲେ ଫିଲ୍ମ ‘ଡର୍ଟି ପିକଚର’ରେ ସେ ବୋଲ୍ଟନେସର ସବୁ ସୀମାପାର କରିଦେଇଥିଲେ । ଏହି ଫିଲ୍ମରେ ସେ ନିଜ ଠାରୁ ୩୦ ବର୍ଷ ବଡ ଅଭିନେତା ନସିରଉଦ୍ଧିନ ସାହଙ୍କ ସହ ବୋଲ୍ଟ ସିନ୍ସ କରି ବହୁତ ଚର୍ଚାରେ ରହିଥିଲେ । ଏହାପରେ ସେ ଫିଲ୍ମ ‘ବେଗମ ଜାନ’ରେ ମଧ୍ୟ କିଛି ବୋଲ୍ଟ ସିନ୍ସ ଦେଇଥିଲେ ।

ହୁମା କୁରେସି- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହୁମା କୁରେସି । ଆପଣ ମାନେ ସମସ୍ତେ ହୁମା କୁରେସିଙ୍କର ବହୁତ ଫିଲ୍ମ ଦେଖିଥିବେ । ହେଲେ ସେ ଫିଲ୍ମ ‘ବଦଲାପୁର’ରେ ଝିଲ୍ମିଲର ଭୂମିକା ପଦର୍ଶନ କରି ବହୁତ ଚର୍ଚାରେ ଆସିଯାଇଥିଲେ । ଏହି ଫିଲ୍ମରେ ସେ ଅଭିନେତା ବରୁନ ଧାବନଙ୍କ ସହ ବହୁତ ବୋଲ୍ଟ ସିନ୍ସ ଦେଇଥିଲେ ।

ନେହା ଧୂପିଆ- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ନେହା ଧୂପିଆ । ନେହା ବଲିଉଡରେ ବହୁତ ଫିଲ୍ମ କରି ସଫଳତା ପାଇଛନ୍ତି । ସେ ଫିଲ୍ମ ‘ଜୁଲି’ରେ ନିଜର ବୋଲ୍ଟ ଅବତାରରେ ନଜର ଆସିଥିଲେ । ସେହି ସମୟରେ ସେ ବହୁତ ଚର୍ଚାରେ ମଧ୍ୟ ରହିଥିଲେ । ଲୋକମାନଙ୍କୁ ନେହାଙ୍କ ବୋଲ୍ଟ ଅବତାର ବହୁତ ଅଧିକ ଭଲ ଲାଗିଥିଲା ।