Home ରାଜନୀତି ଆସିକା ଥାନାରେ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଆଁରେ ଏତଲା ରୁଜ୍ଜୁ

ଆସିକା ଥାନାରେ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଆଁରେ ଏତଲା ରୁଜ୍ଜୁ

89

ଆସିକା: ବିଜେପିର ହିଞ୍ଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା ରୁଜ୍ଜୁ ହୋଇଛି। ଆସିକା ଥାନାରେ କେସ୍ ନଂ- ୧୦୨/୧୯ ରେ ଆଇ ପି ସି ଧାରା ୩୫୩ , ୨୯୪, ୧୦୨ ଏବଂ ୫୦୬ ଅନୁଯାୟୀ ମାମଲା ରୁଜ୍ଜୁ  ହୋଇଛି ।  ଏପରିକି ଏହି ସମୟର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ପୀତାମ୍ବର ହିଂଜିଳି ପ୍ରାର୍ଥୀ ହୋଇଥିବା ସ୍ଥାନକୁ ଯିବା ସମୟରେ ଅଧା ରାସ୍ତାରେ ତାଙ୍କ ଗାଡିକୁ ପୋଲିସ ଅଟାକାଇଥିଲା । ହେଲେ କାହିଁକି ଗାଡି ଅଟକାଇଲ ବୋଲି ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିବା ସହ ତାଙ୍କ ସାଙ୍ଗରେ ଯୁକ୍ତିତର୍କ କରିଥିଲେ ।ଯାହା ପରବର୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।