Home ଦେଶ- ବିଦେଶ ବିଶ୍ୱରେ ପ୍ରଥମ କରୋନା ଚିହ୍ନଟକୁ ପୂରିଲା ୧୦୦ ଦିନ, ଟ୍ଵିଟ୍‌ କରି ଭିଡିଓ ଜାରି କଲା...

ବିଶ୍ୱରେ ପ୍ରଥମ କରୋନା ଚିହ୍ନଟକୁ ପୂରିଲା ୧୦୦ ଦିନ, ଟ୍ଵିଟ୍‌ କରି ଭିଡିଓ ଜାରି କଲା WHO

ବିଶ୍ୱରେ ପ୍ରଥମ କରୋନା ଚିହ୍ନଟକୁ ପୂରିଛି ୧୦୦ ଦିନ । ଯାହାକୁ କୋଭିଡ୍‌-୧୯ ଭାବେ ନାମିତ କରିଥିଲା WHO । ଏହାରି ଭିତରେ ଭାଇରସ୍‌ ରୋକିବାକୁ ନିଆଯାଇଛି ବିଭିନ୍ନ ପଦକ୍ଷେପ । ଟ୍ଵିଟ୍‌ କରି ଏକ ଭିଡିଓ ଜାରି କରିଛି WHO । ଯେଉଁଥିରେ ରହିଛି କିପରି ଲକ୍‌ଡାଉନ୍‌ ବେଳେ ଘରେ ରହି ସମୟ ବିତାଉଛନ୍ତି ଲୋକେ ।