Home ରାଜ୍ୟ ମହାକାଳପଡା ନଦୀଭିତ୍ତିକ ବନ୍ଦର ସ୍ଥାନ ପରିଦର୍ଶନ କଲେ ୫-ଟି ସଚିବ

ମହାକାଳପଡା ନଦୀଭିତ୍ତିକ ବନ୍ଦର ସ୍ଥାନ ପରିଦର୍ଶନ କଲେ ୫-ଟି ସଚିବ

ମହାକାଳପଡ଼ା :  କେନ୍ଦ୍ରାପଡା ଜିଲ୍ଲା ମହାକାଲପଡାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ।  ଆଖଡ଼ାଶାଳିଠାରେ ନଦୀଭିତ୍ତିକ ବନ୍ଦର ସ୍ଥାନ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ । ପାରାଦୀପ ନେହେରୁ ବଙ୍ଗଳା ମୁହାଣ ମୁହଁ ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ।

ମହାକାଳପଡ଼ାରେ ୫-ଟି ସଚିବ ଭି.କେ ସଚିବ ଭି.କେ. ପାଣ୍ଡିଆନ। ମହାନଦୀ ମୂହାଣ ଆଖଡ଼ାଶାଳିଠାରେ ପ୍ରସ୍ତାବିତ ନଦୀ ଭିତ୍ତିିକ ବନ୍ଦର ସ୍ଥାନ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ । ଏହାପରେ ସେ ପାରାଦୀପ ଯାଇ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ସମୀକ୍ଷା କରିଛନ୍ତି । ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅନୁଧ୍ୟାନ ସମୟରେ ବନ୍ଦରର ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ମହାକାଳପଡା ବିଧାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos