Home ରାଜ୍ୟ ଭୁଷୁଡିଲା ବଲାଙ୍ଗିର ନିର୍ମାଣାଧୀନ ବ୍ରଜ୍‌,୨ ଶ୍ରମିକଙ୍କର ମୃତ୍ୟୁ!

ଭୁଷୁଡିଲା ବଲାଙ୍ଗିର ନିର୍ମାଣାଧୀନ ବ୍ରଜ୍‌,୨ ଶ୍ରମିକଙ୍କର ମୃତ୍ୟୁ!

ବଲାଙ୍ଗିର: ଭୁଷୁଡିଲା ନିର୍ମାଣାଧୀନ ବ୍ରଜ୍‌ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିକଟରେ ନିର୍ମାଣ ଚାଲିଥିବା ବ୍ରିଜ୍ ଭୁଷୁଡି ପଡିଛି । ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ସୁକତେଲ ନଦୀର ତମିଆ ମୁଦଲସର ରାସ୍ତାରେ ଥିବା ବ୍ରିଜ ଆଜି ଭୁଷୁଡି ପଡିଛି । ବ୍ରିଜଟି ଭୁଷୁଡିବା ଦ୍ୱାରା ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।