Home ରାଜ୍ୟ ଆଜି ୨୦୨୦ର ଶେଷ ସୁର୍ଯ୍ୟୋପରାଗ, ଜାଣନ୍ତୁ କେଉଁ ଅଞ୍ଚଳରେ ଦେଖାଯିବ ଏହାର ପ୍ରଭାବ ରାଜ୍ୟ ଆଜି ୨୦୨୦ର ଶେଷ ସୁର୍ଯ୍ୟୋପରାଗ, ଜାଣନ୍ତୁ କେଉଁ ଅଞ୍ଚଳରେ ଦେଖାଯିବ ଏହାର ପ୍ରଭାବ Facebook Twitter Pinterest WhatsApp Linkedin Tumblr ଭୁବନେଶ୍ବର: ଆଜି ୨୦୨୦ର ଶେଷ ସୁର୍ଯ୍ୟୋପରାଗ । ହେଲେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ । କେବଳ ଚିଲ୍ଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ଦେଖାଯିବ । ସୂର୍ଯ୍ୟୋପରାଗ ସନ୍ଧ୍ୟା ୭ଟା ୩ରେ ଆରମ୍ଭ ହୋଇ ରାତି ୧୨ଟା ୩୦ରେ ଶେଷ ହେବ। ୨୦୨୨ ଅକ୍ଟୋବର ୨୫ରେ ପରବର୍ତ୍ତୀ ସୂର୍ଯୋପରାଗ ହେବ।