Home ରାଜ୍ୟ କରୋନା ପାଇଁ ପୁରୀ ଜୁଡ଼ିସିଆଲ କୋର୍ଟ ବନ୍ଦ

କରୋନା ପାଇଁ ପୁରୀ ଜୁଡ଼ିସିଆଲ କୋର୍ଟ ବନ୍ଦ

ପୁରୀ: କରୋନା ପାଇଁ ପୁରୀରେ ଜୁଡିସିଆଲ କୋର୍ଟରେ ତାଲା ପଡିଛି । ଜଣେ ଆଇନଜୀବୀ ଓ ଜଣେ ମୋହରୀର ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି | କୋର୍ଟ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ହରିହର ଛକରୁ ଟାଉନହଲ ଯାଏଁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି | ଏହା ସହ ଏହି ଅଂଚଳରେ ଏବେ କଣ୍ଟାକଟ ଟ୍ରେସିଙ୍ଗ ଆରମ୍ଭ କରାଯାଇଛି |

ସେହିପରି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ସାହୁ