Home ରାଜ୍ୟ ଓଡ଼ିଶାରେ ୧୮ରୁ ପ୍ରବଳ ବର୍ଷା ସାଙ୍ଗକୁ ବହିପାରେ ପବନ

ଓଡ଼ିଶାରେ ୧୮ରୁ ପ୍ରବଳ ବର୍ଷା ସାଙ୍ଗକୁ ବହିପାରେ ପବନ

4549
ଏହି ସାମୁଦ୍ରିକ ଝଡ଼ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଓ ପରେ ଏହା ନିଜର ଦିଗ ପରିବର୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮-୧୯ ତାରିଖ ଯାଏ ଗତି କରିବାର ସମ୍ଭାବନା ରହିଛି । ଫଳରେ ୧୮ ତାରିଖରେ ଉପକୂଳ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ଓ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ ।