ଭୁବନେଶ୍ୱର : ଓଡ଼ିଶାରେ ଆଂଶିକ ସୂର୍ଯ୍ୟୋପରାଗ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍ ୨୫ ସେକେଣ୍ଡରେ ଶେଷ ହୋଇଛି। ତେବେ ଏହି ସମୟରେ ରାଜଧାନୀରେ ଆକାଶ ମେଘାଛନ୍ନ ଦେଖାଯାଉଥିବାରୁ ରାଜଧାନୀ ବାସୀ ଏହାକୁ ସଠିକ୍ ଭାବେ ଦେଖି ପାରି ନାହାନ୍ତି ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ। କିନ୍ତୁ ଓଡ଼ିଶାର ଅନ୍ୟ ସ୍ଥାନରେ ଏହା ପରିଲକ୍ଷିତ ହୋଇଥିଲା । ଆଂଶିକ ସୂର୍ଯ୍ୟୋପରାଗ କିଭଳି ଦେଖା ଯାଉଥିଲା ତାହା ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଫେସ୍ବୁକ୍ ପେଜରେ ଉପଲବ୍ଧ ରହିଛି। କାରଣ ପରାଗ ସମୟରେ କେନ୍ଦ୍ରର ଫେସ୍ବୁକ୍ ପେଜରେ ଲାଇଭ୍ କରାଯାଉଥିଲା
https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos