Home ରାଜ୍ୟ ଆଇପିଏସ୍ ଅମିତାଭ ଠାକୁର ହେଲେ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ

ଆଇପିଏସ୍ ଅମିତାଭ ଠାକୁର ହେଲେ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର : କୋଭିଡ -୧୯ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଆଇଜି (ଅପରେସନ) ଅମିତାଭ ଠାକୁରଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ରୂପେ ନିଯୁକ୍ତି ଦିଆଯାଇଛି ।ଦାୟିତ୍ୱରେ

ଗୃହ ବିିଭାଗ ପକ୍ଷରୁ ଏ ସମ୍ପର୍କରେ ନିର୍ଦେଶନାମା ଜାରି ହୋଇଛି । ଶ୍ରୀ ଠାକୁର ନିଜ ଦାୟିତ୍ବ (ଆଇଜି / ଅପରେସନ) ସହ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟ କରିବେ