ଭୁବନେଶ୍ୱର : ଶୀତକାଳୀନ ଅଧିବେଶନରେ ବାଚସ୍ପତିଙ୍କ କଡ଼ା କାର୍ଯ୍ୟନୁଷ୍ଠାନ । ରାଫେଲ ଡ଼ିଲକୁ ନେଇ ହଙ୍ଗାମା କରୁଥିବା ସାଂସଦଙ୍କୁ ଦିର୍ଘ ୫ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ । ତେବେ ଏହି ୮ଜଣ ସାଂସଦ ଏଆଇଏଡିଏମକେର ଅଟନ୍ତି ।ତେବେ ଏହି ହଙ୍ଗାମା ପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ ରଖାଯାଇଛି ।