Home ରାଜ୍ୟ ଶ୍ରୀମନ୍ଦିର ପ୍ରଶାସନ ଅନଲାଇନରେ ମହାପ୍ରସାଦ ବିକ୍ରି ଓ ନିମନ୍ତ୍ରଣ ବ୍ୟବସ୍ଥାକୁ ରୋକ ଲଗାଇଲା !

ଶ୍ରୀମନ୍ଦିର ପ୍ରଶାସନ ଅନଲାଇନରେ ମହାପ୍ରସାଦ ବିକ୍ରି ଓ ନିମନ୍ତ୍ରଣ ବ୍ୟବସ୍ଥାକୁ ରୋକ ଲଗାଇଲା !

270


ପୁରୀ : ଏଣିକି ଅନଲାଇନରେ ମିଳୁଛି ମହାପ୍ରସାଦ । ଏହି ଅନଲାଇନ୍ ବ୍ୟବସାୟକୁ ଶ୍ରୀମନ୍ଦୀର ପ୍ରଶାସନ ପୁରାପୁରି ବିରୋଧ କରି ଏକ ବିଜ୍ଞପ୍ତି ଜାରି କରିଛି । ମହାପ୍ରଭୁଙ୍କ ପ୍ରସାଦକୁ ନେଇ ଏପରି ବେପାର କରିବା ନିନ୍ଦା କରିଛଇ ଶ୍ରୀମନ୍ଦିର ପ୍ର।।ସନ । ପ୍ରାୟ ୪ଟିରୁ ୫ଟି ସଂସ୍ଥା ଏହି ବେପାର କରୁଥିଲେ । ଏପରି ଠକ ସଂସ୍ଥା ଉପରେ ଅଙ୍କୁଶ ଲାଗାଇବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । । ଅନଲାଇନ୍ ମହାପ୍ରସାଦ ବିକ୍ରି ବା ଅନଲାଇନ୍ ନିମନ୍ତ୍ରଣ ପଠାଇବା ନେଇ କାହାରି ଅନୁମତି ଦିଆଯାଇ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ତେଣୁ ଅନଲାଇନ ଅବଢା ବିକ୍ରି କରୁଥିବା ବ୍ୟକ୍ତି ତଥା ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସରେ ପ୍ରଶାସନକୁ ଜଣାଇ ଦିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।