Home ରାଜ୍ୟ ମ।ର୍ଚ୍ଚ ୭ରୁ +୨ ପରୀକ୍ଷା !

ମ।ର୍ଚ୍ଚ ୭ରୁ +୨ ପରୀକ୍ଷା !


ଭୁବନେଶ୍ୱର : ୨୦୧୯ ମାର୍ଚ୍ଚ ୭ରୁ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୨୮ରୁ ଫେବୃଆରୀ ୮ ମଧ୍ୟରେ ପ୍ରକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ହେବ । ତା’ ପରେ ମାର୍ଚ୍ଚ ୭ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ବାଣିଜ୍ୟ ଓ ବିଜ୍ଞାନ ହେବ, ମାର୍ଚ୍ଚ ୮ରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ ।