Home ରାଜ୍ୟ ଭୁବନେଶ୍ୱର ପରେ ଝାରସୁଗୁଡ଼ା ଏବେ ରାଉରକେଲାକୁ ଯୋଡ଼ି ହେବ ବିମାନ ସେବା !

ଭୁବନେଶ୍ୱର ପରେ ଝାରସୁଗୁଡ଼ା ଏବେ ରାଉରକେଲାକୁ ଯୋଡ଼ି ହେବ ବିମାନ ସେବା !

ଭୁବନେଶ୍ୱର ପରେ ଝାରସୁଗୁଡ଼ା ଏବେ ରାଉରକେଲାକୁ ଯୋଡ଼ି ହେବ ବିମାନ ସେବା !
ରାଉରକେଲା: ଇସ୍ପାତ ସହର ରାଉରକେଲାକୁ ଯୋଡ଼ି ହେବ ରାଜ୍ୟର ତୃତୀୟ ବିମାନ ସେବା । ଏଥି ପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ସୋମବାର ଏନେଇ ବେସାମରିକ ବିଭାଗ ପକ୍ଷରୁ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ମିଳିଛି । ଏଥିରେ ଯାନୁୟାରୀ ୭ ତାରିଖରେ ବିମାନ ବନ୍ଦର ପାଇଁ ବିଭାଗ ଅନୁମତି ଦେଇଥିବା ଉଲ୍ଲେଖ ରହିଛି । ଯାହାଦ୍ୱାରା ଷ୍ଟିଲ ସିଟି ବିଶ୍ୱକୁ ଯୋଡ଼ି ହେବାସହ ନୂଆ ସମ୍ଭାବନା ସୃଷ୍ଟି ହେବ । ପୂର୍ବରୁ ଭୁବନେଶ୍ୱର ପରେ ଝାରସୁଗୁଡ଼ା ଏବେ ରାଉରକେଲାରେ ବିମାନ ସେବା ରାଜ୍ୟବାସୀଙ୍କୁ ନୂଆ ଆଶା ଦେଇଛି ।