Home ଦେଶ- ବିଦେଶ ଭାରତ ଫେରି ଆସିଲେ ଭାରତର ସୁପୁତ୍ର ଅଭିନନ୍ଦନ – ଜାଣନ୍ତୁ ପ୍ରଥମେ କଣ କହିଲେ ଅଭିନନ୍ଦନ-...

ଭାରତ ଫେରି ଆସିଲେ ଭାରତର ସୁପୁତ୍ର ଅଭିନନ୍ଦନ – ଜାଣନ୍ତୁ ପ୍ରଥମେ କଣ କହିଲେ ଅଭିନନ୍ଦନ- ଏବେ କଣ କଣ ହେବ…

ଭାରତ ପାଇଁ ଆଜି ଖୁସି ର ଦିନ | ଆଜିର ଦିନ ସବୁଦିନ ପାଇଁ ଇତିସହର ସ୍ଵର୍ଣ ଅକ୍ଷର ରେ ଲଖା ହେବ ନିଶ୍ଚୟ |ଭାରତ ରେ ଆଜି ରାଷ୍ଟୀୟ ପର୍ବ ଭଳି ପାଳନ କର ଯିବା | ବାଘ ବର୍ଡ଼ର ରେ ଅଭିନନ୍ଦନ ଙ୍କ ମୁକ୍ତି କୁ ନେଇ ଖୁବ ଜୋସ ଦେଖିବା ପାଇଁ ମିଳୁଛି |ଢୋଲ ର ତଳେ ଓ ବାଜା ବଜେଇ ଅଭିନନ୍ଦନ ଙ୍କୁ ସ୍ୱାଗତ କରା ଗଲା |ସାରା ଦେଶରେ ବର୍ତମାନ ଉତ୍ସବ ର ସମୟ |ସମସ୍ତଙ୍କ ନଜର ଅଭିନନ୍ଦନ ଙ୍କ ଉପରେ ରହିଛିନିଜର ବୀର ପୁତ୍ର ଙ୍କୁ ନେବା ପାଇଁ ବର୍ଡ଼ର ଉପରେ ଅଭିନନ୍ଦନ ଙ୍କ ପରିବାର ମହଜୁଦ ଅଛନ୍ତି |ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ | ଭାରତ ମତ ର ବୀର ସୁପୁତ୍ର ଅଭିନନ୍ଦନ ଭାରତ ଫେରିବା ନେଇ ସାର ଦେଶରେ ଦୀପାଳି ର ମାହୋଲ କହିଲେ ଭୁଲ ହେବ ନାହିଁ |ଏହି ଭିତରେ ମୋଦି କହିଛନ୍ତି ଯେ ଅଭିନନ୍ଦନ ଙ୍କ ପାଇଁ ସାରା ଦେଶ ଗର୍ବିତ |ଅଭିନନ୍ଦନ ଅସଲ ହିରୋ ଅଟନ୍ତି |ଅଭିନନ୍ଦନ ଙ୍କ ସ୍ୱାଗତ ପାଇଁ ବହୁତ ଲୋକ ମହଜୁଦ ଅଛନ୍ତି | ଅଭିନନ୍ଦନ ଙ୍କ ପାଇଁ ବର୍ତମାନ ସାରା ବିଶ୍ୱରେ ଚର୍ଚା ହେଉଛି |ଅଭିନନ୍ଦନ ଯେବେ ପାକିସ୍ତାନ ରେ ପଡ଼ିଥିଲେ ସେତେବେଳେ ସେ ତାଙ୍କ ପାଖେ ଥିବା ଜରୁରୀ କାଗଜପତ୍ର କୁ ଖାଇଦେଇଥିଲେ କାରଣ ଯେପରି ତାଙ୍କ ସିକ୍ରେଟ ପାକିସ୍ତାନ ସୈନିକ ଙ୍କୁ ଜଣ ନପଡୁଅଭିନନ୍ଦନ ଙ୍କ ହେବ ମେଡିକାଲ ଚେକଅପ – ଅଭିନାନନ୍ଦନ ଙ୍କ ଘରକୁ ଆସିବା ମାତ୍ରେ ତାଙ୍କର ମେଡିକାଲ ଚେକଅପ କରା ଝିଅ | ଯାହା ପାଇଁ ବାଘ ବର୍ଡ଼ର ରେ ମେଡିକାଲ ଦଳ ସାମିଲ ଅଛନ୍ତି | ଏହା ଦ୍ୱାରା ଜଣା ପଡିବ ଯେ ତାଙ୍କୁ କୌଣସି ଆଘାତ ଲାଗିଛି କି ନାହିଁ | ଯେବେ ଅଭିନନ୍ଦନ ଙ୍କ ମେଡିକାଲ ଚେକଅପ ସରିଯିବ ସେତେବେଳେ ସେ ଦିଲୀ କୁ ଯିବେ | କେବଳ ଏତିକି ନୁହଁ ମେଡିକାଲ ଚେକଅପ ଏତଥି ପାଇଁ ଆକାର ଝିଅ ଯେପରି ପାକିସ୍ତାନୀ ସୈନିକ ଆମ ପାଇଲଟଙ୍କ କୌଣସି କ୍ଷତି କରି ନାହାନ୍ତିଅଭିନନ୍ଦନ କରିବେ ଆଲୋଚନା – ମେଡିକାଲ ଯାଞ୍ଚ ପରେ ଅଭିନନ୍ଦନ ଏକ ମିଟିଂ କାରବେ ବୋଲି ସୂଚନା ମିଳିଛି |ଯେଉଁଥିରେ ସେନାର ଅନେକ ବଡ ବଡ ଅଧିକାରୀ ସାମିଲ ହେବେ |ଏହା ଦ୍ୱାରା ଅଭିନନ୍ଦନ ତାଙ୍କ ତାଙ୍କ ସହ ଘଟିଥିବା ପାକିସ୍ତାନୀ ସୈନିକ ଙ୍କ ବ୍ୟବହାର ବିଷୟରେ କହିବେ |ଏହା ସହ ସେ କହିବେ ଯେ ତାଙ୍କ ସହ କିଛି ଖରାପ ହେଇଚି କି ନାହିଁ ପାକିସ୍ତାନ ରେ |ଏହା ପରେ ସେ ନିଜ ସାଙ୍ଗ ମାନକ ସହ ମିଶିବେବିନା ସର୍ତ ରେ ବାହାରିଲେ ଅଭିନନ୍ଦନ – ପାକିସ୍ତାନ ଉପରେ ଅନେକ ପ୍ରେସର ପଡିବ ପରେ ଅଭିନନ୍ଦନ ଙ୍କୁ ବିନା ସର୍ତ୍ତରେ ମୁକ୍ତି କରିଛନ୍ତି ପାକିସ୍ତାନ ସରକାର | ଇମାରନ ଖାଁ ନିଜେ ଗୁରୁବାର କହିଥିଲେ ଯେ ଶୁକ୍ରବାର ଅଭିନନ୍ଦନ ମୁକ୍ତି ପାଇବେ |ଅବଶ୍ୟ ସକାଳୁ ସମସ୍ତେ ଆପେଷା କରିଥିଲେ ଓ ବର୍ତମାନ ସେ ପହଂଚିଛନ୍ତି