Home ରାଜ୍ୟ ଭାଙ୍ଗିଦବ ନିଶା ସାମ୍ରାଜ୍ୟ , ୩୦ଲକ୍ଷର ବ୍ରାଉନ ସୁଗାର ଜବତ କରିଛି କଟକ ଅବକାରୀ ଗୋଇନ୍ଦା...

ଭାଙ୍ଗିଦବ ନିଶା ସାମ୍ରାଜ୍ୟ , ୩୦ଲକ୍ଷର ବ୍ରାଉନ ସୁଗାର ଜବତ କରିଛି କଟକ ଅବକାରୀ ଗୋଇନ୍ଦା ବିଭାଗ

ଭୂବନେଶ୍ୱର : ୩୦ଲକ୍ଷର ବ୍ରାଉନ ସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲା ର ମଠସାହି ଏବଂ ରାଧାମୋହନପୁର ଅଚଂଳରେ କଟକ ଅବକାରୀ ଗୋଇନ୍ଦା ବିଭାଗ ଚଢଉ କରି ଜବତ କରିଛି ୨୯୫ ଗ୍ରାମ୍ ର ବ୍ରାଉନ ସୁଗାର । ଯାହାର ବର୍ତ୍ତମାନ ର ମାର୍କେଟ ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା ।
ତେବେ ଏହି ଘଟଣାରେ ରବୀନ୍ଦ୍ର ପ୍ରଧାନ ଓ କୃଷ୍ଣଚନ୍ଦ୍ର ପଲେଇ ନାମକ ୨ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।