Home ରାଜ୍ୟ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ସରପଦା ଜଗନ୍ନାଥ ମନ୍ଦିରରେ ଅଘଟଣ ।

ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ସରପଦା ଜଗନ୍ନାଥ ମନ୍ଦିରରେ ଅଘଟଣ ।

ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ସରପଦା ଜଗନ୍ନାଥ ମନ୍ଦିରରେ ଅଘଟଣ । ଗତ ରବିବାର ମଧ୍ୟାନରେ ଜଗନ୍ନାଥ ମନ୍ଦିରରେ ହଠାତ୍ ନିଆଁ ଲାଗିଯିବାରୁ ମହାପ୍ରଭୁ ପୋଡି ହୋଇ ଯାଇଛନ୍ତି । ନିଆଁଲାଗିବାର କାରଣ ଅଷ୍ପଷ୍ଟ ଥିବା ବେଳେ ଏହାର କାରଣ ଖୋଜୁଛି ପ୍ରଶାସକ । ସୂଚନା ଅନୁଯାୟୀ ଗ୍ରାମବାସୀ ମନ୍ଦିରରୁ ଧୂଆଁ ବାହାରୁଥିବାର ଦେଖି ମନ୍ଦିର ଖୋଲିଲା ବେଳକୁ ଠାକୁର ଙ୍କ ବିଗ୍ରହ ପୋଡିଯାଇଥିବାର ଦେଖିଥିଲେ । ଏହାକୁ ନେଇ ଗ୍ରାମବାସୀ ଦୁଖିତ ହୋଇଛନ୍ତି ।
ତେବେ ସୋଚନୀୟର ବିଷୟ ଏହାକି ଯେ ଏବେଯାଏଁ ମଧ୍ୟ କୈଣସି ବ୍ୟକ୍ତି କିମ୍ବା ରାଜନୈ÷ତିକ ଦଳ ବିଗ୍ରହର ପୁନଃ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇନାହାଁନ୍ତି । ଏନେଇ ୧୧ଜଣିଆ ମନ୍ଦିର ପରିଚାଳନା କମିଟି ସଦସ୍ୟ ପୁରୀ ଯାଇ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ସହ ଯୋଗାଯୋଗ କରିଛନ୍ତି ।