Home ରାଜନୀତି ବିଜେପିର ସାମ୍ବାଦିକ ସମ୍ମିଳନି !

ବିଜେପିର ସାମ୍ବାଦିକ ସମ୍ମିଳନି !

ଭୁବନେଶ୍ୱର : ବିଜେପି ଏକ ସାମ୍ବାଦିକ ସମ୍ମିଳନିରେ ଦଳ ଛାଡିବାରୁ ଦୁଇ ନେତାଙ୍କୁ ଣୁଭେଚ୍ଛା ଜଣାଇଛି । ବହୁ ପୂର୍ବରୁ ଏହି ଦୁଇ ନେତାଙ୍କୁ ଦଳ ଛାଡିବାକୁ ପ୍ରସ୍ତୁତ କରାଯାଇଥିଲା । ତେଣୁ ଏଥିପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସରକାର କାମ କଲେ ନାହିଁ ବୋଲି କହିବା ଠିକ୍ ନୁହେଁ । କାରଣ ମୋଦି ସରକାର ଆସିବା ପରେ ଅନେକ ବିକାଶ ହୋଇଛି ଏବଂ ରାଉଲକେଲା ରାଉଲକେଲା ଆଜି ସ୍ମାର୍ଟସିଟି ହୋଇପାରିଛି । ଶ୍ରୀମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଦଳୀୟ କାର୍ଯ୍ୟକ୍ରମରେ ଉଭୟ ନେତା ଦିର୍ଘ ଦିନ ହେଲା ଯୋଗ ଦେଉନଥିଲେ । ତେବେ ପୂର୍ବରୁ ଜଣାଥିଲା କି ସେ ଦଳ ଛାଡିବେ । ସେହି ଦୁଇ ନେତା ବର୍ତ୍ତମାନର ବ୍ୟକ୍ତିଗତ ସ୍ୱାର୍ଥ ଦୃଷ୍ଟିରେ ରଖି ଦଳରୁ ଆଜି ଇସ୍ତଫା ଦେଇଛନ୍ତି ।