Home ରାଜ୍ୟ ବାଲେଶ୍ୱର ଏଟିଏମ୍ ଲୁଟେରାଙ୍କ ବୁଦ୍ଧି କାଟ୍ ଖାଇଲା, ଧରାଇଲା ସିସିଟିଭି ଫୁଟେଜ୍ !

ବାଲେଶ୍ୱର ଏଟିଏମ୍ ଲୁଟେରାଙ୍କ ବୁଦ୍ଧି କାଟ୍ ଖାଇଲା, ଧରାଇଲା ସିସିଟିଭି ଫୁଟେଜ୍ !

ବାଲେଶ୍ୱର ଏଟିଏମ୍ ଲୁଟେରାଙ୍କ ବୁଦ୍ଧି କାଟ୍ ଖାଇଲା, ଧରାଇଲା ସିସିଟିଭି ଫୁଟେଜ୍
ବାଲେଶ୍ୱର: ଏଟିଏମ୍ ଲୁଟେରାଙ୍କ ବୁଦ୍ଧି କାଟ୍ ଖାଇଲା, ଧରାଇଲା ସିସିଟିଭି ଫୁଟେଜ୍ । ଗୁରୁବାର ବିଳମ୍ବିତ ରାତିରେ ସିମୁଳିଆ ଥାନା ଅଡା ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍କୁ ଲଟେରା ତାଡି ଲୁଟି ନେବା ଘଟଣାରେ ପୋଲିସକୁ ସଫଳତା ମିଳିଛି । ଏଟିଏମ୍ରେ ଲାଗିଥିବା ସିସିଟିଭିକୁ ପୋଲିସ ଯାଂଚ କରିବା ପରେ ଅଭିଯୁକ୍ତ ଯୁବକ ସ୍ଥାନୀୟ ଅଂଚଳର ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବା ବେଳେ ପୋଲିସ ଧରିବା ପାଇଁ ସାରା ଅଂଚଳରେ ଛାନଭିନ୍ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସାରା ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି