Home ରାଜ୍ୟ ବାତ୍ୟା ପେଥାଇ ସ୍ଥଳଭାଗ ଛୁଇଁଲା !

ବାତ୍ୟା ପେଥାଇ ସ୍ଥଳଭାଗ ଛୁଇଁଲା !


ଭୁବନେଶ୍ୱର : ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁଛି ସାମୁଦ୍ରିକ ଝଡ ପେଥାଇ । ତେବେ ଏହା ସମୁଦ୍ରରେ ଦୁର୍ବଳ ହୋଇ ସ୍ଥଳ ଭାଗରେ ବାତ୍ୟାର ରୂପ ନେଇଛି । ପେଥାଇ ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜାଗାରେ ବର୍ଷା ହେଉଛି । ବାତ୍ୟା ପେଥାଇର ମୁକାବିଲା କରିବା ପାଇଁ ଆନ୍ଧ୍ରରେ ୧୨ଟି ଏନଡିଆରଏଫ ଟିମ୍ ପ୍ରସ୍ତୁତ ରହିଛନ୍ତି । ଏଥିଲାଗି ଆନ୍ଧ୍ର ସରକାର ପକ୍ଷରୁ ୬ଟି ଜିଲ୍ଲର ୩୫୦ ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଇଛନ୍ତି । ଏବଂ ୨୨ଟି ଟେନ୍ ମଧ୍ୟ ବାତିଲ କରାଇଛି ।