Home ରାଜ୍ୟ ବନ୍ଧୁକ ଦେଖାଇ ଭୟଭିତ କରି ପ୍ରବଳ ପିଟିଲେ; ଲୁଟିନେଲେ ଟଙ୍କା ମୋବାଇଲ !

ବନ୍ଧୁକ ଦେଖାଇ ଭୟଭିତ କରି ପ୍ରବଳ ପିଟିଲେ; ଲୁଟିନେଲେ ଟଙ୍କା ମୋବାଇଲ !

234


ବାଲେଶ୍ୱର: ସୋର ସରଶଙ୍ଖ ମିଲ୍ ନିକଟରେ ରଘୁନାଥ ପ୍ରେସ୍ ମାଲିକ ଶ୍ରୀଧର ଦାସମହାପାତ୍ରଙ୍କ ଠାରୁ ବନ୍ଧୁକ ଦେଖାଇ ମାଡ଼ମାରି ଦୁର୍ବୃତ୍ତ ଲୁଟିନେଲେ । ଗତକାଲି ରାତି ୧୧ଟା ସମୟରେ ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତଅଚାନକ ବନ୍ଧୁକ ଦେଖାଇ ଭୟଭିତ କରି ମାଡ଼ମାରି ତାଙ୍କ ଠାରୁ ୭ହଜାର ଟଙ୍କା ସମେତ ମୋବାଇଲକୁ ଲୁଟିନେଇଛନ୍ତି । ଯାହାକୁ ନେଇ ଶ୍ରୀଧର ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିଛି ।