Home ରାଜ୍ୟ ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ...

ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !

ବାଲେଶ୍ୱର: ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ । ଏଥର ଦୁଷର୍ମର ଶିକାର ହେଲେ ବିଧବା ବୃଦ୍ଧା । ସୋର ମ୍ୟୁନିସିପାଲଟି ଖିରିକୁଣି ଗାଁରେ ଏପରି ଅବାନବୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ କବାଟ ଭାଙ୍ଗି ଦୁର୍ବୃତ୍ତ ମାରଣାଅସ୍ତ୍ର ଦେଖାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମର ଶିକାର ହୋଇଥିବା ୬୫ ବର୍ଷିୟା ବୃଦ୍ଧା ଲୋକ ଲଜ୍ଜ୍ୟା ସହିନପାରି ଆତ୍ମହତ୍ୟା କରିବାକୁ ଯିବାବେଳେ ପରିବାର ଲୋକ ଉଦ୍ଧାର କରି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ସୋର ପୋଲିସ ଅସଭ୍ୟ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହାକୁ ନେଇ ସାରା ଜିଲ୍ଲାରାରେ ଚର୍ଚ୍ଚା ଲାଗିରହିଛି ।