Home ରାଜ୍ୟ ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌

ଦାରିଙ୍ଗିବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ନିକଟ  ୫୯ନଂ ଜାତୀୟ ରାଜପଥ ର ବୁଡାଗୁଡା ଛକରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ)ଙ୍କ ପକ୍ଷରୁ ଲାଲ ବ୍ୟାନର ସହ ପୋଷ୍ଟର ଲଗାଯାଇଛି। ସେଥିରେ ନବୀନ ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ ଓ ଚାଷୀ ସମସ୍ୟା ସମାଧାନ ଦାବିରେ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଫେବୃଆରୀ ୨୧ ବନ୍ଦ ଡାକରାକୁ ସମର୍ଥନ ସହ ପୁଲୁୱାମା ଆକ୍ରମଣ ମୋଦି ସରକାର ଫାସିବାଦ ନିତୀର ପରିଣାମ ବୋଲି ଉଲ୍ଲେଖ ରହିଛି।