Home ରାଜ୍ୟ ପୁଣି ବିଦ୍ୟୁତ ବିଭାଗ ଓ ବନ ବିଭାଗ ମିଳିମିଶି ମାରିଦେଲା!

ପୁଣି ବିଦ୍ୟୁତ ବିଭାଗ ଓ ବନ ବିଭାଗ ମିଳିମିଶି ମାରିଦେଲା!


ଦେବଗଡ ; ପୁଣି ମାରିଦେଲା କରେଣ୍ଟ , ମରିଗଲେ ଗଜରାଜ । ବିଦ୍ୟୁତ ବିଭାଗର ଦାୟିତ୍ୱ ହିନତା , ବନ ବିଭାଗର ଅପାରଗତା ପାଇଁ ପୁଣି ହାତୀ ମୃତ୍ୟୁ ହୋଇଛି । ଦେବଗଡ ବନଖଣ୍ଡ ଅଞ୍ଚଳରେ ଲୋଇମୁରା ସାଲହି ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରିଛି ବନ ବିଭାଗ । ବିଦ୍ୟୁତ ଆଘାତରେ ଏହି ମାଇ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।