Home ରାଜ୍ୟ ପଶ୍ଚିମ ଓଡ଼ିଶାରେ ୧୨ଘଣ୍ଟିଆ ମହାବନ୍ଦ ଡାକରା !

ପଶ୍ଚିମ ଓଡ଼ିଶାରେ ୧୨ଘଣ୍ଟିଆ ମହାବନ୍ଦ ଡାକରା !

245

ଭୁବନେଶ୍ୱର : ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲା ବ୍ୟତୀତ ଆଉ ସମସ୍ତ ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି । ଏଠାରେ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରାଯାଇଛି । ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସୁନ୍ଦରଗଡ, ବରାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ନୂଆପଡା, ବରଗଡ, ଦେବଗଡ, ସୁବର୍ଣ୍ଣପୁର, କଳାହାଣ୍ଡିରେ ଚକା ଜାମ କରାଯାଇଛି । କିନ୍ତୁ ଏହି ମହାବନ୍ଦ ଡାକରାରୁ ବାଦ ପଡ଼ିଯାଇଛି ସମ୍ବଲପୁର ସହର ।