Home ରାଜ୍ୟ ପଥ ଉତ୍ସବରେ ଝୁମିଲା ଭୁବନେଶ୍ୱର !

ପଥ ଉତ୍ସବରେ ଝୁମିଲା ଭୁବନେଶ୍ୱର !

ଭୁବନେଶ୍ୱର : ଆରମ୍ଭ ହୋଇଗଲା ପଥ ଉତ୍ସବ । କିଛି ଦିନ ପାଇଁ ଏହି ଉତ୍ସବ ବନ୍ଦ ହୋଇଯାଇଥିଲା ଆଜି ସକାଳେ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଂଟିନ ଛକରୁ ରାମ ମନ୍ଦିର ଛକ ମଧ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଯାଇଛି । ଏବଂ ଏହି ଉତ୍ସବରେ ନାଚ, ଗିତ, କଳାସ ଖାଦ୍ୟ ମୁଖ୍ୟ ଆର୍କଁର ପାଲିଟିଛି । ହକି ବିଶ୍ୱକପ୍ ଥିମରେ ସଜା ହୋଇଥିଲା ପଥ ଉତ୍ସବ । ରାସ୍ତାରେ ହକି ବିଶ୍ୱକପ ଟ୍ରଫିର ରଙ୍ଗୋଲୀ ସହ ମଝିରେ ମଝିରେ ମାଇଁ ହାର୍ଟ ବିଟ ଫର ହକି ଲୋଗୋ ଥିବା ସ୍ତମ୍ଭ କରାଯାଇଛି ।