Home ରାଜ୍ୟ ଦାରିଙ୍ଗିବାଡିରେ ତୁଷାରପାତ !

ଦାରିଙ୍ଗିବାଡିରେ ତୁଷାରପାତ !


ଭୁବନେଶ୍ୱର : ଓଡ଼ିଶାର କାଶ୍ମୀର କୁହାଯାଉଥିବା ଅଞ୍ଚଳ ଦାରିଙ୍ଗବାଡିରେ ତୁଷାରପାତ । ଚଳିତବର୍ଷ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୁତ ହେଉଥିବାବେଳେ ଦାରିଙ୍ଗବାଡିରେ ତାପମାତ୍ରା ୬ଡିଗ୍ରୀ ତଳକୁ ଖସି ଆସିଛି । ଏହାର ଅଭ୍ୟନ୍ତରୀଣ ସ୍ଥାନରେ ତାପମାତ୍ରା ୨ରୁ୩ ଡିଗ୍ରୀ ହୋଇଥିବା ପାଣିପାଗ ବିଭାଗ ଅନୁମାନ କରିଛି । ଏହି ତୁଷାରପାତ ଯୋଗୁ ଏଠାରେ ଅଧିକ ଶୀତ ହେଉଛି । ଅଞ୍ଚବାସି ଶୀତରୁ ତ୍ରାହି ପାଇବା ନିମନ୍ତେ କାଠ, ଟାୟାର ଏବଂ ଶୁଖିଲା ପତ୍ରର ଉପରେ ନିଭର୍ର କରୁଛନ୍ତି । କିନ୍ତୁ ଦୂରଦୂରାନ୍ତରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ତୁଷାରପାତର ମଜା ନେଉଛନ୍ତି ।