Home ରାଜ୍ୟ ଚିତ୍ରା ହରିଣର ସନ୍ଦେହ ଜନକ ମୃତ୍ୟୁ !

ଚିତ୍ରା ହରିଣର ସନ୍ଦେହ ଜନକ ମୃତ୍ୟୁ !


ପୁରୀ : ପୁରୀ ତାଳବଣିଆ ସ୍ଥିତ ଷ୍ଟାଡିୟମ ପରିସରରେ ଚିତ୍ରା ହରିଣର ମୃତ ଦେହ ଉଦ୍ଧାର । ସୂଚନା ମୁତାବକ ମୃତ ହରିଣଟି ଗର୍ଭବତୀ ଥିଲା । ତା’ ପେଟ ଓ ଲାଞ୍ଜରେ ଗଭିର କ୍ଷତ ଥିବାରୁ ଗାଡ଼ି ଧକ୍କା ଦେଇଥିବାର ସନ୍ଦେହ କରାଯାଉଛି । ସୂଚନା ଅନୁଯାଇ ମର୍ଣ୍ଣିଂ ୱାକରେ ଗଲାବେଳେ ଲୋକମାନେ ଏହି ମୃତ ହରିଣକୁ ଦେଖି ବାଲୁଖଣ୍ଡ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ସେଠାରେ ପହଂଚି ମୃତ ହରିଣକୁ ଜବତ କରିଛି ।