Home ଦେଶ- ବିଦେଶ କୋଇଲା ଖଣିରେ ଅଭାବନୀୟ ଘଟଣା

କୋଇଲା ଖଣିରେ ଅଭାବନୀୟ ଘଟଣା

ମେଘାଳୟ ର ଏକ ନଦୀ କୂଳରେ ଥିବା ବେଆଇନ୍ କୋଇଲା ଖଣିରେ ଅଭାବନୀୟ ଘଟଣା । ତେବେ ଖବର ମୁତାବକ ଉକ୍ତ ଖାଦାନରେ ୩ଦିନ ଧରି କିଛି ଶ୍ରମିକ କାମ କରୁଥିଲେ । ମାତ୍ର ହଠାତ୍ ପାଣି ପଶିଯିବାରୁ ସେଠାରେ ଥିବା କିଛି ଶ୍ରମିକ ବାହାରକୁ ଆସିପାରିନଥିଲେ । ଏନେଇ କୌଣସି ସ୍ପଷ୍ଟ ସୁଚନା ମିଳିପାରିନଥିବା ସତ୍ୱେ ୧୩ ଜଣ ଶ୍ରମିକ ପ୍ରାଣ ହରାଇଥିବା କୁହାଯାଉଛି ।
ଏତ୍ଯାବତ୍ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇନାହିଁ ।