Home ରାଜ୍ୟ ଆସନ୍ତାକାଲିଠୁ ୩ଦିନ ବ୍ୟାଙ୍କ ବନ୍ଦ ରହିବ !

ଆସନ୍ତାକାଲିଠୁ ୩ଦିନ ବ୍ୟାଙ୍କ ବନ୍ଦ ରହିବ !


ଭୁବନେଶ୍ୱର : ଆସନ୍ତାକାଲି ଶନିବାର ୧୨ତାରିଖ ଠାରୁ ସୋମବାର ୧୪ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତକାଲି ମାସର ଶେଷ ଶନିବାର ଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଜାନୁୟାରୀ ୧୩ତାରିଖ ରବିବାର ଥିବାରୁ ଏହି ଦିନଟି ମଧ୍ୟ ବନ୍ଦ ରହିବ । ଏହାପରେ ଜାନୁୟାରୀ ୧୩ତାରିଖ ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ଥିବାରୁ ସେହିଦିନ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।