Home ଖେଳ ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !

ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !


ଭୁବନେଶ୍ୱର : ଆଜି ହକି ବିଶ୍ୱକପ୍ ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଆର୍ଜେଟିଂନା ବନାମ ଇଂଲଣ୍ଡ ଏବଂ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ବନାମ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ସେହିପରି ଆସନ୍ତା କାଲି ଅନ୍ୟ ଏକ କ୍ୱାଟର ଫାଇନାଲ ମ୍ୟାଚରେ ଜର୍ମାନୀ ବନାମ ବେଲଜିୟମ ଏବଂ ଭାରତ ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ବିଶ୍ୱକପ ହକିର କ୍ରସଓଭର ମ୍ୟାଚର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ବେଲଜିୟମ ପାକିସ୍ତାନକୁ ୫-୦ଗୋଲରେ ପରାସ୍ତ କରିଛି । ପାକିସ୍ତାନ ଏହି ହକି ବିଶ୍ୱକପ୍ ପ୍ରତିଯୋଗିତାରୁ ବାଦ ପଡ଼ିଛି ।