Home ରାଜ୍ୟ ଅନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ କର୍ମଚାରୀ ବାଉଳା; ବାମ ଗୋଡ଼ରେ କ୍ଷତ ଡାହାଣ...

ଅନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ କର୍ମଚାରୀ ବାଉଳା; ବାମ ଗୋଡ଼ରେ କ୍ଷତ ଡାହାଣ ଗୋଡ଼ରେ ଡ୍ରେସିଂ କଲେ !

233

କେନ୍ଦୁଝର: ଅନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ କର୍ମଚାରୀଙ୍କ ଚରମ ଅବହେଳା ଦେଖିବାକୁ ମିଳିଛି । ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ବାମ ଗୋଡ଼ ଡ଼୍ରେସିଂ ବଦଳରେ ଡ଼ାହାଣ ଗୋଡ଼ରେ ଡ୍ରେସିଂ କଲେ କର୍ମଚାରୀ । ସୂଚନା ଅନୁଯାୟୀ ଗୁହାଳିଆ ଗାଁର ମିତାରାଣୀ ଜେନା କ୍ଷେତ୍ରରେ ଏପରି ଅଘଟଣ ଘଟିଛି । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।