Hot News
- Quick Links
- Technology
- Business
- Science
- Covid-19 Statistics


କେନ୍ଦ୍ରାପଡ଼ା: ଜେଲ୍ ଗଲେ ଚାମେଲି । ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି…
କେନ୍ଦ୍ରାପଡ଼ା: ଜେଲ୍ ଗଲେ ଚାମେଲି । ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଜେଲ୍ ପଠାଯାଇଛି । ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଚାମେଲିଙ୍କ ନାଁରେ ମହାକାଳପଡା ଥାନାରେ ରୁଜୁ ହୋଇଥିବା ମାମଲାରେ ତଦନ୍ତ କରୁଛି ପୋଲିସ । ତାଙ୍କୁ ଉଠାଇ ଆଣିଲା ବେଳେ ଦୁଇ ମହିଳା ପୋଲିସଙ୍କୁ ଚାମେଲି କାମୁଡି ଦେଇଥିବା ଅଭିଯୋଗ ହୋଇଥିଲା । ଚାମେଲି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ କିଛି ସମୟ ତଳେ ସେଠାରୁ…
କଟକ: କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡ଼ୁଙ୍କୁ ମୟୂରଭଞ୍ଜରୁ ଗିରଫ କରିଛି। ତାଙ୍କୁ ବାରଙ୍ଗ ଥାନାକୁ ଅଣାଯାଉଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଚନ୍ଦ୍ରିକା କାଠଯୋଡ଼ିକୁ ଡ଼େଇଁ ଆତ୍ମହତ୍ୟା କରିଥିଲେ। ସେ ତାଙ୍କର ପିଲାଦିନର ବନ୍ଧୁ ଭୀମସେନଙ୍କୁ ପ୍ରେମ କରୁଥିଲେ। ତେବେ ଭୀମସେନଙ୍କ ଜୀବନରେ ଆଉ ଜଣେ ଯୁବତୀ ଆସିଥିଲେ। ଏହି ଘଟଣାକୁ ନେଇ ଚନ୍ଦ୍ରିକା ଓ ଭୀମସେନଙ୍କ ମଧ୍ୟରେ ଫାଟ…
Sign in to your account